ସରିବାକୁ ବସିଲାଣି ଶିକ୍ଷାବର୍ଷ, ହେଲେ ଏପର୍ଯ୍ୟନ୍ତ ପିଲାଙ୍କୁ ମିଳିଲାନି ସ୍କୁଲ ୟୁନିଫର୍ମ

Advertisment

ତଥ୍ୟ ଅନୁସାରେ ପୂରା କେନ୍ଦ୍ରାପଡା ବ୍ଲକରେ ୧୫୩ ସ୍କୁଲର ୧୩ ହଜାର ୪୭ ଜଣ ପିଲାଙ୍କୁ ଡ୍ରେସ୍ ଦେବା ପାଇଁ ୯୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି । କିନ୍ତୁ ପିଲା ଛିଣ୍ଡା, ପୁରୁଣା ଡ୍ରେସ ପିନ୍ଧି ସ୍କୁଲ ଆସୁଛନ୍ତି। ଏଥିପାଇଁ ବ୍ଲକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ।  ପିଲାଙ୍କୁ ପୋଷାକ ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ। 

school

କନକ ବ୍ୟୁରୋ : ପିଲାଙ୍କ ଦେହରେ ଫଟା ସ୍କୁଲ ଡ୍ରେସ୍‌। କିଏ ସେହି ମଇଳା ପୁରୁଣା ଡ୍ରେସ୍‌ ପିନ୍ଧି ସ୍କୁଲ ଆସୁଛି ତ ଆଉ କିଏ ବିନା ୟୁନିଫର୍ମରେ ପଢୁଛନ୍ତି ପାଠ। ପିଲାଙ୍କୁ ମାଗଣାରେ ପୋଷାକ ଦିଆଯିବ, ପ୍ରତି ବର୍ଷ ଦୁଇ ହଳ ଡ୍ରେସ୍ ବାଣ୍ଟିବେ ସରକାର।  ହେଲେ ନଜର ପକାନ୍ତୁ ଏହି ତଥ୍ୟ ଉପରେ। ବାର୍ଷିକ ପରୀକ୍ଷାକୁ ଆଉ ମାତ୍ର ମାସେ ରହିଛି। କିନ୍ତୁ କେନ୍ଦ୍ରାପଡ଼ା ବ୍ଲକ ଓ ପୌରସଂସ୍ଥାର ଗୋଟିଏ ବି ସ୍କୁଲକୁ ମିଳିନି ପୋଷାକ। ପିଲାଙ୍କୁ ଆଜି ପର୍ଯ୍ୟନ୍ତ  କାହିଁକି ପୋଷାକ ମିଳିନି ଏନେଇ ପଚାରିବାରୁ ଲୁଚି ପଳାଇ ଯାଉଛନ୍ତି ଜିଲ୍ଲା ଶିକ୍ଷାଧିକାରୀ।

ଅଧିକ ପଢ଼ନ୍ତୁ :  ସ୍କୁଲ ୟୁନିଫର୍ମ ବଣ୍ଟନରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ, ୮ ବିଇଓ ଓ ୨୩୭ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ

 ତଥ୍ୟ ଅନୁସାରେ ପୂରା କେନ୍ଦ୍ରାପଡା ବ୍ଲକରେ ୧୫୩ ସ୍କୁଲର ୧୩ ହଜାର ୪୭ ଜଣ ପିଲାଙ୍କୁ ଡ୍ରେସ୍ ଦେବା ପାଇଁ ୯୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି । କିନ୍ତୁ ପିଲା ଛିଣ୍ଡା, ପୁରୁଣା ଡ୍ରେସ ପିନ୍ଧି ସ୍କୁଲ ଆସୁଛନ୍ତି। ଏଥିପାଇଁ ବ୍ଲକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ।  ପିଲାଙ୍କୁ ପୋଷାକ ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe