ପରେଡ ପାଇଁ ପିଲାଙ୍କୁ ନେଇ ଯିବା ବେଳେ ଓଲଟିଲା ସ୍କୁଲ ଭ୍ୟାନ । ଜଣେ ମୃତ, ୨୦ରୁ ଅଧିକ ଗୁରୁତର ।

Advertisment

ପରେଡ ପାଇଁ ପିଲାଙ୍କୁ ନେଇ ଯିବା ବେଳେ ଓଲଟିଲା ସ୍କୁଲ ଭ୍ୟାନ । ବାଙ୍କି ମାଳବିହାରାପୁର ହାଇସ୍କୁଲର ୨୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ।

ପରେଡ ପାଇଁ ପିଲାଙ୍କୁ ନେଇ ଯିବା ବେଳେ ଓଲଟିଲା ସ୍କୁଲ ଭ୍ୟାନ । ବାଙ୍କି ମାଳବିହାରାପୁର ହାଇସ୍କୁଲର ୨୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ।

van overturn

van overturn

କନକ ବ୍ୟୁରୋ : ପରେଡ ପାଇଁ ପିଲାଙ୍କୁ ନେଇ ଯିବା ବେଳେ ଓଲଟିଲା ସ୍କୁଲ ଭ୍ୟାନ । ବାଙ୍କି ମାଳବିହାରାପୁର ହାଇସ୍କୁଲର ୨୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ।

ଆହତମାନଙ୍କୁ  ଆଠଗଡ ଡାକ୍ତରଖାନାରେ ଭର୍ତ୍ତି   ଏବଂ ଗୁରୁତରମାନଙ୍କ କଟକ ସ୍ଥାନାନ୍ତର ।  ମାଳବିହାରାପୁର ହାଇସ୍କୁଲରୁ ସରଣ୍ଡା ପ୍ୟାରେଡ ଗ୍ରାଉଣ୍ଡକୁ ଯିବା ବେଳେ ଘଟିଲା ଦୁର୍ଘଟଣା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe