କନକ ବ୍ୟୁରୋ : ପରେଡ ପାଇଁ ପିଲାଙ୍କୁ ନେଇ ଯିବା ବେଳେ ଓଲଟିଲା ସ୍କୁଲ ଭ୍ୟାନ । ବାଙ୍କି ମାଳବିହାରାପୁର ହାଇସ୍କୁଲର ୨୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ।
ଆହତମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି ଏବଂ ଗୁରୁତରମାନଙ୍କ କଟକ ସ୍ଥାନାନ୍ତର । ମାଳବିହାରାପୁର ହାଇସ୍କୁଲରୁ ସରଣ୍ଡା ପ୍ୟାରେଡ ଗ୍ରାଉଣ୍ଡକୁ ଯିବା ବେଳେ ଘଟିଲା ଦୁର୍ଘଟଣା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/26/h89cfgtoxoFvQqf6TQd7.jpg)