ଲଗାଣ ବର୍ଷା ପାଇଁ ପୁରୀରେ ସ୍କୁଲ ଛୁଟି । ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

Advertisment

ଲଗାଣ ବର୍ଷା ପାଇଁ ପୁରୀ ଜିଲ୍ଲାର ସବୁ ସ୍କୁଲ ଛୁଟି । ଆଜି ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଲଗାଣ ବର୍ଷା ପାଇଁ ପୁରୀ ଜିଲ୍ଲାର ସବୁ ସ୍କୁଲ ଛୁଟି । ଆଜି ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

sch

କନକବ୍ୟୁରୋ : ଲଗାଣ ବର୍ଷା ପାଇଁ ପୁରୀ ଜିଲ୍ଲାର ସବୁ ସ୍କୁଲ ଛୁଟି । ଆଜି ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିପାଇଁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା ହୋଇଛି।

ସେପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବର୍ଷା ପାଣିର ଲହଡି ଖେଳୁଛି । ମନ୍ଦିରରେ ୧ ଫୁଟର ବର୍ଷା ପାଣି ଲହଡି ଭାଙ୍ଗୁଛି । ମନ୍ଦିରର ଉତ୍ତର ଦିଗରେ ପାଣି ଜମି ରହିଛି । ଗର୍ଭଗୃହରୁ ବାଲି ନିଷ୍କାସନ ପାଇଁ ଲାଗିଥିବା ଲୁହା ବିମି ବୁଡି ରହିଛି । ପାଣି ଜମି ରହିବା ଯୋଗୁ ପର୍ୟ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe