ସାଟେଲାଇଟରେ ଦେଖାଦେଲା ଜୈଶ୍-ଏ-ମହମ୍ମଦର ଧ୍ବଂସର ଚିତ୍ର : ଜାରି ହେଲା ଆକ୍ରମଣ ପୂର୍ବ ଓ ପରର ଦୃଶ୍ୟ

ଭାରତର ଏୟାରଷ୍ଟ୍ରାଇକ୍ ପରେ ଛାରଖାର ହୋଇଛି ଆତଙ୍କୀ ଶିବିର । ପାକିସ୍ତାନ ମୁରିଦକେ ସ୍ଥିତ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ଲୋଇବାର ଆଡ୍ଡା ମାଟିରେ ମିଶିଛି ।

Satelight

Photograph: (KanakNews )

କନକ ବ୍ୟୁରୋ, ଭାରତର ଏୟାରଷ୍ଟ୍ରାଇକ୍ ପରେ ଛାରଖାର ହୋଇଛି ଆତଙ୍କୀ ଶିବିର । ପାକିସ୍ତାନ ମୁରିଦକେ ସ୍ଥିତ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ଲୋଇବାର ଆଡ୍ଡା ମାଟିରେ ମିଶିଛି । ମରକଜ୍‌ ତୈୟବା ଆତଙ୍କବାଦୀ ସଙ୍ଗଠନ ଧ୍ବଂସ ପାଇଛି । ଆଉ ଏ ହେଉଛି ତାର ଚିତ୍ର । ମଦରାସା ସମେତ ଆତଙ୍କବାଦୀଙ୍କ କ୍ବାଟର୍ସ ଭାରତର ଅପରେସନ୍‌ ସିନ୍ଦୂରରେ ମାଟିରେ ମିଶିଛି । ମଙ୍ଗଳବାର ବିଳମ୍ବିତ ରାତିରେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସେନା । ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ 

ମାକ୍ସର୍‌ ସାଟେଲାଇଟ୍‌ ଚିତ୍ରରେ ଭାରତ ଆକ୍ରମଣ ପରର ଦୃଶ୍ୟ । ପିଓକେରେ ଧ୍ବଂସ ହୋଇଥିବା ଆତଙ୍କୀ ଅଡ୍ଡାର ଚିତ୍ର ଦେଖିବାକୁ ମିଳିଛି ସାଟେଲାଇଟ୍ ଚିତ୍ରରେ । ପିଓକେ ସ୍ଥିତ ବାୱଲପୁର ଜାମିଆ ମସଜିଦ୍ ଏବଂ ମୁରିଦ୍‌କେ ସ୍ଥିତ ଆତଙ୍କୀ ଅଡ୍ଡା ଭାରତୀୟ ବାୟୁସେନା ଆକ୍ରମଣରରେ ଛାରଖାର । ସାଟେଲାଇଟ୍‌ର ମାକ୍ସର ଟେକ୍ନୋଲୋଜି ଦେଖିବାକୁ ମିଳିଛି ଆକ୍ରମଣ ପୂର୍ବ ଓ ପରର ଚିତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe