କନକ ବ୍ୟୁରୋ: ଚାକିରି ନାଁରେ ଠକେଇ ଅଭିଯୋଗରେ ଗିରଫ ହେଲେ ସସ୍ମିତା ମାଝୀ । ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀଙ୍କୁ ଗିରଫ କରିଛି ମାଥିଲି ପୋଲିସ। ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ଜଗତସିଂହପୁରରୁ ଗିରଫ କରିଛି ମାଥିଲି ପୋଲିସ । ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୨ ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା ମାଝୀ।
ଚାକିରି ନାଁରେ ଠକେଇ ଅଭିଯୋଗ । ଗିରଫ ହେଲେ ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ
ଚାକିରି ନାଁରେ ଠକେଇ ଅଭିଯୋଗରେ ଗିରଫ ହେଲେ ସସ୍ମିତା ମାଝୀ । ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀଙ୍କୁ ଗିରଫ କରିଛି ମାଥିଲି ପୋଲିସ। ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ଜଗତସିଂହପୁରରୁ ଗିରଫ କରିଛି ମାଥିଲି ପୋଲିସ ।
/kanak/media/media_files/2U5Yk9ALvqKhN0B2l1re.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)