ସରପଞ୍ଚଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ । ମେଡିକାଲରେ ଚିକିତ୍ସାଧୀନ ସରପଞ୍ଚଙ୍କ ସ୍ବାମୀ  ।

Advertisment

ସରପଞ୍ଚଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ । ନୂଆ ଅଙ୍ଗନବାଡି ଘର ନିର୍ମାଣକୁ ନେଇ ଆଲୋଚନା ବେଳେ ଆକ୍ରମଣ ।

ସରପଞ୍ଚଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ । ନୂଆ ଅଙ୍ଗନବାଡି ଘର ନିର୍ମାଣକୁ ନେଇ ଆଲୋଚନା ବେଳେ ଆକ୍ରମଣ ।

ATTACK

Photograph: (kanaknews)

କନକ ବ୍ୟୁରୋ: ପୁରୀ ଜିଲ୍ଲା କଣାସ ବ୍ଲକ ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ । ପାଣ୍ଡିଆକେରା ସରପଞ୍ଚଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ । ଗାଁ ମଝିରେ ଠେଙ୍ଗାବାଡ଼ିରେ ପିଟାପିଟିର ଭିଡ଼ିଓ ସାମ୍ନାକୁ ଆସିଛି । ନୂତନ ଅଙ୍ଗନବାଡି ଘର ନିର୍ମାଣକୁ ନେଇ ସରପଂଚଙ୍କ ସହ ଗାଁର କିଛି ଲୋକଙ୍କ ଭିତରେ ବଚସା ହୋଇଥିଲା । ଯାହାକୁ ନେଇ ଉତେଜନାମୂଳକ ପରସ୍ଥିତି ସୃଷ୍ଟି ହୋଇଥିଲା । 

ଉଭୟଙ୍କ ଭିତରେ ଗଣ୍ଡଗୋଳ ଯୋଗୁଁ ଦୁଇଗୋଷ୍ଠୀ ଭିତରୁ ୫ ଜଣ ଆହତ ହୋଇଛନ୍ତି । ଭୁବନେଶ୍ବରର ଏକ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ସରପଂଚଙ୍କ ସ୍ବାମୀ । ଶିମିଳିପାଟଣା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe