ବିଳମ୍ବିତ ରାତିରେ ସରପଞ୍ଚଙ୍କ ଉନ୍ମତ୍ତକାଣ୍ଡ,ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ

ବିଳମ୍ବିତ ରାତିରେ ସରପଞ୍ଚଙ୍କ ଉନ୍ମତ୍ତକାଣ୍ଡ । ସରପଂଚଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି

266

କନକବ୍ୟୁରୋ : ବିଳମ୍ବିତ ରାତିରେ ସରପଞ୍ଚଙ୍କ ଉନ୍ମତ୍ତକାଣ୍ଡ । ସରପଂଚଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୌଦ୍ଧ ମନମୁଣ୍ଡା ଥାନା କଷୁରବନ୍ଧ ଗାଁରେ ଏଭଳି ଗୁଳିକାଣ୍ଡ ହୋଇଛି ।

ଗୁରୁତରଙ୍କୁ ସୋନପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣକ ହେଲେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ କ୍ଷ ଗୁଳିମାରିଥିବା ବ୍ୟକ୍ତିଜଣକ ହେଲେ କଷୁରବନ୍ଧ ସରପଞ୍ଚ ସରୋଜ କୁମାର କର୍ଣ୍ଣ । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe