ମୋଦୀଙ୍କୁ ତେରେଛା ବାଣ ମାରିଲେ ସଞ୍ଜୟ ରାଉତ, ଉଠାଇଲେ ପରିବାରବାଦ କଥା...

Advertisment

ଅଜିତ ପାଵାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି, ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତେରେଛା ବାଣ ମାରିଛନ୍ତି ଶିବସେନା ସାଂସଦ ତଥା ବରିଷ୍ଠ ନେତା ସଞ୍ଜୟ ରାଉତ।

ଅଜିତ ପାଵାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି, ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତେରେଛା ବାଣ ମାରିଛନ୍ତି ଶିବସେନା ସାଂସଦ ତଥା ବରିଷ୍ଠ ନେତା ସଞ୍ଜୟ ରାଉତ।

sanjay

sanjay Photograph: (google)

ଦିବଂଗତ ଏନସିପି ନେତା ଅଜିତ ପାଵାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି, ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତେରେଛା ବାଣ ମାରିଛନ୍ତି ଶିବସେନା ସାଂସଦ ତଥା ବରିଷ୍ଠ ନେତା ସଞ୍ଜୟ ରାଉତ। ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛି, କାହିଁକି ନା ପ୍ରଧାନମନ୍ତ୍ରୀ ମୋଦୀ ସୁନେତ୍ରାଙ୍କୁ ଉପରାଷ୍ଟ୍ରପତି ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି।

ସଞ୍ଜୟ ରାଉତ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦୀ ସୁନେତ୍ରା ପାୱାରଙ୍କୁ କହିଥିଲେ ଯେ ତୁମେ ବହୁତ ଭଲ କାମ କରିପାରିବ। ତୁମେ ମହାରାଷ୍ଟ୍ରକୁ ବହୁତ ଆଗକୁ ନେଇଯିବ, କିନ୍ତୁ ସବୁବେଳେ ପରିବାରବାଦ ବିରୋଧରେ କହିଆସୁଥିବା ପ୍ରଧାନମନ୍ତ୍ରୀ ମୋଦୀ ବୋଧ ହୁଏ ପରିବାରବାଦ କଥାଟିକୁ ଭୁଲିଯାଇଛନ୍ତି, ଅବଶ୍ୟ ଏକ ପ୍ରକାର ଭଲ ହେଲା ପ୍ରଧାନମନ୍ତ୍ରୀଙ୍କୁ ପରିବାରବାଦର ଆରୋପ, ପ୍ରତି-ଆରୋପରୁ ଆଶ୍ୱସ୍ତି ମିଳିଲା।"

ସଞ୍ଜୟ ରାଉତ ଆହୁରି କହିଛନ୍ତି, "ଅଜିତ ପାୱାର ଜଣେ ପ୍ରମୁଖ ନେତା ଥିଲେ। ଦଳ ତାଙ୍କର ନିଜର ଥିଲା। ତାଙ୍କ ଦଳର ବିଧାୟକ ଅଛନ୍ତି ଏବଂ ବିଜେପି ସହିତ କ୍ଷମତାରେ ଅଛନ୍ତି। ତେଣୁ, ଏହା ତାଙ୍କ ଦଳର ନିଷ୍ପତ୍ତି। କାହାକୁ ଉପମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବ ତାହା ସେମାନଙ୍କର ନିଷ୍ପତ୍ତି। ସୁନେତ୍ରାଙ୍କର ଅଭିଜ୍ଞତା ନାହିଁ, କିନ୍ତୁ ସେ ଧୀରେ ଧୀରେ ତାଙ୍କର କ୍ଷମତା ବୃଦ୍ଧି କରିବେ ଏବଂ ଅଭିଜ୍ଞତା ହାସଲ କରିବେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe