କିଏ ନେଇଗଲା ସୁଖୁଙ୍କ ସିଙ୍ଗଡା ଓ କେକ୍ ? ସିଆଇଡି କରିବ ତଦନ୍ତ...

ହଜିଗଲା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା, ସିଆଇଡି କରିବ ତଦନ୍ତ । ବିଜେପି କହିଲା ସୁଖଙ୍କୁ ନାହିଁ ରାଜ୍ୟଠୁ ଅଧିକ ଘାରିଛି ଅନ୍ୟ ଚିନ୍ତା । ସୁଖୁଙ୍କ ବଦଳରେ ତାଙ୍କ ସୁରକ୍ଷାକର୍ମୀଙ୍କୁ ପରଷାଯାଇଥିଲା ସିଙ୍ଗଡା ଓ କେକ୍ ।

53samosa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe