ସମ୍ବଲପୁର ପରିବହନ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍, ଜମା ପଇସା ନଫେରାଇବାରୁ ହୋଇଥିଲା ମାମଲା

Advertisment

ସମ୍ବଲପୁର ପରିବହନ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍ । ଅସ୍ଥାବର ସମ୍ପତ୍ତି ଆଟାଚ୍ ନେଇ ସିନିୟର ସିଭିଲ୍ ଜଜ୍ କୋର୍ଟଙ୍କ ନିର୍ଦ୍ଦେଶ । ବସ ପରିବହନ ପାଇଁ ପୂର୍ବରୁ ରଖିଥିବା ଜମା ପଇସା ନଫେରାଇବାରୁ ହୋଇଥିଲା ମାମଲା । 

ସମ୍ବଲପୁର ପରିବହନ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍ । ଅସ୍ଥାବର ସମ୍ପତ୍ତି ଆଟାଚ୍ ନେଇ ସିନିୟର ସିଭିଲ୍ ଜଜ୍ କୋର୍ଟଙ୍କ ନିର୍ଦ୍ଦେଶ । ବସ ପରିବହନ ପାଇଁ ପୂର୍ବରୁ ରଖିଥିବା ଜମା ପଇସା ନଫେରାଇବାରୁ ହୋଇଥିଲା ମାମଲା । 

40-ଏସ୍‌ଟିଏ

କନକ ବ୍ୟୁରୋ: ସମ୍ବଲପୁରସ୍ଥିତ ଓଡ଼ିଶା ପରିବହନ ନିଗମ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍ ପାଇଁ ନିର୍ଦ୍ଦେଶ । ଅସ୍ଥାବର ସମ୍ପତ୍ତି ଜବତ ନେଇ ନିର୍ଦ୍ଦେଶ ଦେିଛନ୍ତି ସିନିୟର ସିଭିଲ୍ ଜଜ୍‌ କୋର୍ଟ । ବସ୍ ପରିବହନ ପାଇଁ ପୂର୍ବରୁ ରଖିଥିବା ଜମା ଟଙ୍କା ନ ଫେରାଇବାରୁ ହୋଇଥିଲା ମାମଲା । ୧୯୯୮ ମସିହାରେ ଜଣେ ବ୍ୟକ୍ତି ପରିବହନ ନିଗମକୁ ୫୦ ହଜାର ଟଙ୍କା ସିକ୍ୟୁରିଟି ଦେଇଥିଲେ । ଏବେ ସୁଧ ମିଶି ସେହି ଟଙ୍କା ୩ ଲକ୍ଷରେ ପହଞ୍ଚିଛି । ତେବେ ଏହି ଟଙ୍କା ପୈଠ ନକରିବା ଯୋଗୁଁ ଏବେ ପରିବହନ ନିଗମ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe