କନକ ବ୍ୟୁରୋ: ସମ୍ବଲପୁର କଳାପରିଷଦର ନୃତ୍ୟ ଗୁରୁଙ୍କ ନାଁରେ ସାଂଘାତିକ ଅଭିଯୋଗ । ବେଙ୍ଗାଳୁରୁରେ ଅସଦାଚରଣ ନେଇ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ଜଣେ ଛାତ୍ରୀ । ଘଟଣା ଜଣାପଡ଼ିବା ପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲପାଳ । ତଦନ୍ତ ରିପୋର୍ଟ ଆସିବା ପରେ ହେବ କାର୍ୟ୍ୟାନୁଷ୍ଠାନ । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୃତ୍ୟଗୁରୁ ।