ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସୋସିଆଲ ମିଡିଆ ଉପରେ କଟକଣା : ମିଛ ଖବରକୁ ପୋଷ୍ଟ ନକରିବାକୁ ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶ

ଜିଏମ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟିଂ ଓ ଆଲୋଚନା ଉପରେ ଲାଗିଲା କଟକଣା  । ଜିଏମ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଲଗାଇଲେ କଟକଣା

PETROL 1

Photograph: (KANAKNEWS)

କନକବ୍ୟୁରୋ : ଜିଏମ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟିଂ ଓ ଆଲୋଚନା ଉପରେ ଲାଗିଲା କଟକଣା  । ଜିଏମ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଲଗାଇଲେ କଟକଣା । ଛାତ୍ରୀ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବାବେଳେ ପୋଲିସ ତଦନ୍ତ କରୁଛି  ।  ସୋସିଆଲ ମିଡିଆରେ ଅନେକ ମିଛ ଖବର ବୁଲୁଥିବାବେଳେ ତାକୁ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ରହିଛି  ।  ଏହା ଦ୍ବାରା ବିଶ୍ବବିଦ୍ୟାଳୟର ଛବି ଖରାପ ହେଉଥିବା କର୍ତ୍ତୃପକ୍ଷ କହିଛନ୍ତି । ପାଠପଢ଼ାରେ ମନୋନିବେଶ କରିବା ପାଇଁ ପତ୍ରରେ ପରାମର୍ଶ ରହିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe