କନକବ୍ୟୁରୋ : ଜିଏମ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟିଂ ଓ ଆଲୋଚନା ଉପରେ ଲାଗିଲା କଟକଣା । ଜିଏମ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଲଗାଇଲେ କଟକଣା । ଛାତ୍ରୀ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବାବେଳେ ପୋଲିସ ତଦନ୍ତ କରୁଛି । ସୋସିଆଲ ମିଡିଆରେ ଅନେକ ମିଛ ଖବର ବୁଲୁଥିବାବେଳେ ତାକୁ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ରହିଛି । ଏହା ଦ୍ବାରା ବିଶ୍ବବିଦ୍ୟାଳୟର ଛବି ଖରାପ ହେଉଥିବା କର୍ତ୍ତୃପକ୍ଷ କହିଛନ୍ତି । ପାଠପଢ଼ାରେ ମନୋନିବେଶ କରିବା ପାଇଁ ପତ୍ରରେ ପରାମର୍ଶ ରହିଛି ।
ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସୋସିଆଲ ମିଡିଆ ଉପରେ କଟକଣା : ମିଛ ଖବରକୁ ପୋଷ୍ଟ ନକରିବାକୁ ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶ
ଜିଏମ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟିଂ ଓ ଆଲୋଚନା ଉପରେ ଲାଗିଲା କଟକଣା । ଜିଏମ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଲଗାଇଲେ କଟକଣା
/kanak/media/media_files/2025/07/19/petrol-1-2025-07-19-07-54-49.jpg)