ସମ୍ବାଦ ଗ୍ରୁପ ପକ୍ଷରୁ ' ବିଶ୍ଵ ହୃଦୟ ଦିବସ'କୁ ନେଇ ୱାକାଥନର ଆୟୋଜନ

ଅଂଶଗ୍ରହଣ କଲେ ବିଭିନ୍ନ ବର୍ଗର ବହୁ ଲୋକଙ୍କ ଅଂଶଗ୍ରହଣ

ସମ୍ବାଦ ଗ୍ରୁପ ପକ୍ଷରୁ ୱାକାଥନ

ସମ୍ବାଦ ଗ୍ରୁପ ପକ୍ଷରୁ ୱାକାଥନ Photograph: (Kanaknews)

କନକ ବ୍ୟୁରୋ;   ସମ୍ବାଦ ଗ୍ରୁପ ପକ୍ଷରୁ '  ବିଶ୍ଵ ହୃଦୟ ଦିବସ ' କୁ ନେଇ ୱାକଥନର ଆୟୋଜନ କରାଯାଇଛି। ଏହି ୱାକଥନରେ  ଶତାଧିକ ଲୋକ ଅଂଶଗ୍ରହଣ କରିଛନ୍ତି । କେନ୍ଦ୍ରବିଦ୍ୟାଳୟ ଠାରୁ ରୂପାଲି ଛକ ପର୍ଯ୍ୟନ୍ତ  ଏହି ୱାକଥନ ହେବ । ନିଜ ହ୍ରୁଦୟକୁ ସୁସ୍ଥ ରଖିବା ସହ କିଭଳି ସଚେତନ ରହିବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe