କନକ ବ୍ୟୁରୋ; ସମ୍ବାଦ ଗ୍ରୁପ ପକ୍ଷରୁ ' ବିଶ୍ଵ ହୃଦୟ ଦିବସ ' କୁ ନେଇ ୱାକଥନର ଆୟୋଜନ କରାଯାଇଛି। ଏହି ୱାକଥନରେ ଶତାଧିକ ଲୋକ ଅଂଶଗ୍ରହଣ କରିଛନ୍ତି । କେନ୍ଦ୍ରବିଦ୍ୟାଳୟ ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏହି ୱାକଥନ ହେବ । ନିଜ ହ୍ରୁଦୟକୁ ସୁସ୍ଥ ରଖିବା ସହ କିଭଳି ସଚେତନ ରହିବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ସମ୍ବାଦ ଗ୍ରୁପ ପକ୍ଷରୁ ' ବିଶ୍ଵ ହୃଦୟ ଦିବସ'କୁ ନେଇ ୱାକାଥନର ଆୟୋଜନ
ଅଂଶଗ୍ରହଣ କଲେ ବିଭିନ୍ନ ବର୍ଗର ବହୁ ଲୋକଙ୍କ ଅଂଶଗ୍ରହଣ
/kanak/media/media_files/2025/10/19/world-heart-day-2025-10-19-08-56-20.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)