ସମ୍ୱାଦ ଓ କନକ ନ୍ୟୁଜର ସ୍ୱନକ୍ଷତ୍ର ଦିବସ : ୪୧ ବର୍ଷ ହେଲା ନିରପେକ୍ଷ ଖବର ପରିବେଷଣ ପାଇଁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସୃଷ୍ଟି କରିଛି ସ୍ବତନ୍ତ୍ର ସ୍ଥାନ

ଆଜି ଆପଣଙ୍କ ପ୍ରିୟ ସମ୍ବାଦ ଓ କନକ ନ୍ୟୁଜର ପ୍ରତିଷ୍ଠା ଦିବସ । ଦୈନିକ ଖବରକାଗଜ ସମ୍ବାଦ ଆଜି ସଫଳତାର ୪୧ ବର୍ଷ ଅତିକ୍ରମ କରିଛି ।

SAMBAD

SAMBAD Photograph: (KanakNews)

କନକ ବ୍ୟୁରୋ : ଜୟ ଜଗନ୍ନାଥ ପାଠକବନ୍ଧୁ … ଆଜି ଆପଣଙ୍କ ପ୍ରିୟ ସମ୍ବାଦ ଓ କନକ ନ୍ୟୁଜର ପ୍ରତିଷ୍ଠା ଦିବସ । ଦୈନିକ ଖବରକାଗଜ ସମ୍ବାଦ ଆଜି ସଫଳତାର ୪୧ ବର୍ଷ ଅତିକ୍ରମ କରିଛି । ପରିବର୍ତ୍ତନର ସ୍ବର ହୋଇଛି କନକ ନ୍ୟୁଜ୍‌ । ସ୍ବଚ୍ଛ, ସଠିକ, ନିରପେକ୍ଷ ଖବର ପରିବେଷଣ ପାଇଁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଆମେ ସୃଷ୍ଟି କରିପାରିଛୁ ଏକ ସ୍ବତନ୍ତ୍ର ସ୍ଥାନ । ପାଠକ ଓ ଦର୍ଶକଙ୍କ ଠାରୁ ପାଇଛୁ ଏକ ଆପଣାର ପରିଚୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe