କନକ ବ୍ୟୁରୋ : ଜୟ ଜଗନ୍ନାଥ ପାଠକବନ୍ଧୁ … ଆଜି ଆପଣଙ୍କ ପ୍ରିୟ ସମ୍ବାଦ ଓ କନକ ନ୍ୟୁଜର ପ୍ରତିଷ୍ଠା ଦିବସ । ଦୈନିକ ଖବରକାଗଜ ସମ୍ବାଦ ଆଜି ସଫଳତାର ୪୧ ବର୍ଷ ଅତିକ୍ରମ କରିଛି । ପରିବର୍ତ୍ତନର ସ୍ବର ହୋଇଛି କନକ ନ୍ୟୁଜ୍ । ସ୍ବଚ୍ଛ, ସଠିକ, ନିରପେକ୍ଷ ଖବର ପରିବେଷଣ ପାଇଁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଆମେ ସୃଷ୍ଟି କରିପାରିଛୁ ଏକ ସ୍ବତନ୍ତ୍ର ସ୍ଥାନ । ପାଠକ ଓ ଦର୍ଶକଙ୍କ ଠାରୁ ପାଇଛୁ ଏକ ଆପଣାର ପରିଚୟ ।
ସମ୍ୱାଦ ଓ କନକ ନ୍ୟୁଜର ସ୍ୱନକ୍ଷତ୍ର ଦିବସ : ୪୧ ବର୍ଷ ହେଲା ନିରପେକ୍ଷ ଖବର ପରିବେଷଣ ପାଇଁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସୃଷ୍ଟି କରିଛି ସ୍ବତନ୍ତ୍ର ସ୍ଥାନ
ଆଜି ଆପଣଙ୍କ ପ୍ରିୟ ସମ୍ବାଦ ଓ କନକ ନ୍ୟୁଜର ପ୍ରତିଷ୍ଠା ଦିବସ । ଦୈନିକ ଖବରକାଗଜ ସମ୍ବାଦ ଆଜି ସଫଳତାର ୪୧ ବର୍ଷ ଅତିକ୍ରମ କରିଛି ।
/kanak/media/media_files/2025/10/04/sambad-2025-10-04-08-44-28.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)