ସାମନ୍ୟ ବଚସାରୁ ତୁମୁଳକାଣ୍ଡ,ପଥରରେ ଛେଚି ସାଙ୍ଗକୁ ହତ୍ୟା କଲା ସାଙ୍ଗ

Advertisment

ମଦ ନେଲା ଜୀବନ, ପଥରରେ ଛେଚି ବନ୍ଧୁକୁ ହତ୍ୟା କଲା ଅନ୍ୟ ଜଣେ ବନ୍ଧୁ। ସୁନ୍ଦରଗଡ଼ ହେମଗିରି ଟାଙ୍ଗରଡିହି ଅଞ୍ଚଳରୁ ଏଭଳି ବୀଭତ୍ସ ହତ୍ୟାର ଚିତ୍ର ସାମ୍ନାକୁ ଆସିଛି ।

ମଦ ନେଲା ଜୀବନ, ପଥରରେ ଛେଚି ବନ୍ଧୁକୁ ହତ୍ୟା କଲା ଅନ୍ୟ ଜଣେ ବନ୍ଧୁ। ସୁନ୍ଦରଗଡ଼ ହେମଗିରି ଟାଙ୍ଗରଡିହି ଅଞ୍ଚଳରୁ ଏଭଳି ବୀଭତ୍ସ ହତ୍ୟାର ଚିତ୍ର ସାମ୍ନାକୁ ଆସିଛି ।

212

କନକବ୍ୟୁରୋ: ମଦ ନେଲା ଜୀବନ, ପଥରରେ ଛେଚି ବନ୍ଧୁକୁ ହତ୍ୟା କଲା ଅନ୍ୟ ଜଣେ ବନ୍ଧୁ। ସୁନ୍ଦରଗଡ଼ ହେମଗିରି ଟାଙ୍ଗରଡିହି ଅଞ୍ଚଳରୁ ଏଭଳି ବୀଭତ୍ସ ହତ୍ୟାର ଚିତ୍ର ସାମ୍ନାକୁ ଆସିଛି । ସୋମବାର ରାତି ୯ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି। ସନବୋଧ ବୁଡ଼ା ଏବଂ କରନ ସିଂଙ୍କ ମଧ୍ୟରେ ମଦ ପିଇବା ପରେ କୌଣସି କାରଣକୁ ନେଇ ବଚସା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ସନବୋଧ କରନଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ସନବୋଧକୁ ଅଟକ ରଖି ପଚରାଉଚରା କରିବା ସହିତ ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe