ଅଣ ସ୍ବୀକୃତିପ୍ରାପ୍ତ ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ । ବାରମ୍ବାର ନୋଟିସ୍ ପରେ ବି ହିସାବ ଦେଉ ନଥିଲେ କଲେଜ ଅଧ୍ୟକ୍ଷ

Advertisment

୬୩ ଅଣ-ସ୍ବୀକୃତିପ୍ରାପ୍ତ କଲେଜ୍ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଛାଟ । କାପା ମଡେଲ ହିସାବ ନ ଦେଇପାରିବାରୁ ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ ନେଇ ଚିଠି କରିଛି ବିଭାଗ ।

୬୩ ଅଣ-ସ୍ବୀକୃତିପ୍ରାପ୍ତ କଲେଜ୍ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଛାଟ । କାପା ମଡେଲ ହିସାବ ନ ଦେଇପାରିବାରୁ ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ ନେଇ ଚିଠି କରିଛି ବିଭାଗ ।

salary cut

Photograph: (KanakNews )

କନକ ବ୍ୟୁରୋ : c କାପା ମଡ୍ୟୁଲରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କଲେଜର ଆକାଉଣ୍ଟ ଅପଡେଟ୍ କରୁନଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚିଠିରେ 

ଉଲ୍ଲେଖ ରହିଛି, ବିଭାଗ ପକ୍ଷରୁ ଉକ୍ତ ଅଧ୍ୟକ୍ଷଙ୍କୁ ବାରମ୍ବାର କୁହାଯାଇଥିଲା ଆକାଉଣ୍ଟ ଅପଡେଟ୍ କରିବା ପାଇଁ । ହେଲେ ସେଭଳି ହୋଇନଥିବାରୁ ୬୩ଜଣ ଅଧ୍ୟକ୍ଷଙ୍କ ଜାନୁଆରୀ ମାସ ଦରମା ବନ୍ଦ ନିଷ୍ପତ୍ତି ନେଇଛି ବିଭାଗ । କେବଳ ସେତିକି ନୁହେଁ ଯେଉଁ ପର୍ଯ୍ୟନ୍ତ କାପା ମଡ୍ୟୁଲରେ କଲେଜ ଆକାଉଣ୍ଟ ଅପଡେଟ୍ ନ ହୋଇଛି, ସେପର୍ୟ୍ୟନ୍ତ ଦରମା ଦିଆଯିବନାହିଁ ବୋଲି ବିଭାଗ ନିଷ୍ପତ୍ତି ନେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe