’ସୈୟାରା’ ଦେଖି ଦର୍ଶକ କାନ୍ଦିବା ଫିଲ୍ମ ମାର୍କେଟିଂର ଅଂଶ ; ପ୍ରଯୋଜକ ଦେଲେ ସଫେଇ

Advertisment

’ସୈୟାରା’ ମୁଭି ଦେଖି ହଲ୍ ଭିତରେ ଦର୍ଶକ କାନ୍ଦୁଛନ୍ତି, କେହି କେହି ଡ୍ରେସ୍ ଉତାରି ନାଚୁଛନ୍ତି ତ ଆଉ କେହି କାନ୍ଦି କାନ୍ଦି ବେହୋସ୍ ହୋଇଯାଉଛନ୍ତି , ଏହା କ’ଣ ସତ?

’ସୈୟାରା’ ମୁଭି ଦେଖି ହଲ୍ ଭିତରେ ଦର୍ଶକ କାନ୍ଦୁଛନ୍ତି, କେହି କେହି ଡ୍ରେସ୍ ଉତାରି ନାଚୁଛନ୍ତି ତ ଆଉ କେହି କାନ୍ଦି କାନ୍ଦି ବେହୋସ୍ ହୋଇଯାଉଛନ୍ତି , ଏହା କ’ଣ ସତ?

ss

କନକ ବ୍ୟୁରୋ: ’ସୈୟାରା’ ମୁଭି ଦେଖି ହଲ୍ ଭିତରେ ଦର୍ଶକ କାନ୍ଦୁଛନ୍ତି, କେହି କେହି ଡ୍ରେସ୍ ଉତାରି ନାଚୁଛନ୍ତି ତ ଆଉ କେହି କାନ୍ଦି କାନ୍ଦି ବେହୋସ୍ ହୋଇଯାଉଛନ୍ତି , ଏସବୁ ଫିଲ୍ମର ପ୍ରମୋସନ ପାଇଁ କରାଯାଉଛି ବୋଲି ଆଲୋଚନା ପରେ ଏନେଇ ସଫେଇ ଦେଇଛନ୍ତି ଫିଲ୍ମର ପ୍ରଡ୍ୟୁସର ।

ଫିଲ୍ମର ପ୍ରଯୋଜକ ଅକ୍ଷୟ ବିଧାନିଙ୍କ କହିବା ମୁତାବକ, ଫିଲ୍ମକୁ ପ୍ରମୋଟ କରିବାକୁ ଦର୍ଶକଙ୍କୁ ଏଭଳି କରିବାକୁ କୁହାଯାଉଛି ବୋଲି ଧୁମ୍ ଆଲୋଚନା ହେଉଛି , କିନ୍ତୁ ସେଭଳି କିଛି ନୁହେଁ । ସତ କଥା ହେଲା  କଥା ହେଉଛି ଏମାନେ ଫିଲ୍ମର ପ୍ରକୃତ ପ୍ରଶଂସକ ।  ଫିଲ୍ମ ଦେଖିବା ପରେ ସମସ୍ତଙ୍କ ଆଗରେ ସେମାନେ ନିଜର ଭାବାବେଗ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe