/kanak/media/media_files/2025/07/05/j-1-2025-07-05-12-35-46.png)
1/5
ପାହୁଣ୍ଡ ପକାଇ ଆସୁଛି କଳା ଠାକୁର । ମାଆ ରଙ୍କୁଣା କାଳିଆ ଠାକୁରକୁ ଜନ୍ମବେଦି ଛାଡ଼ିବାକୁ ଇଚ୍ଛା ହେଉନି ବୋଧେ...
/kanak/media/media_files/2025/07/05/j-2-2025-07-05-12-35-46.png)
2/5
ଦୟାର ସାଗର କାଳିଆ ସାଆନ୍ତଙ୍କୁ ଆଜି ହାତ ଠାରି ଡାକୁଛି ଶ୍ରୀମନ୍ଦିର । ନଅ ଦିନ ହେଲା ଖାଁ ଖାଁ ପଡ଼ିଛି ବଡ଼ ଦେଉଳ । ସେପଟେ ଲକ୍ଷ୍ମୀ ସାଆନ୍ତାଣୀ ବି ଅପେକ୍ଷା କରିଛନ୍ତି ଯେ...
/kanak/media/media_files/2025/07/05/j-2-2025-07-05-12-35-46.png)
3/5
ଗୁଣ୍ଡିଚା ରାଣୀଙ୍କୁ ଛାଡ଼ି ଯିବାକୁ ସତେ କାଳିଆ ଇଚ୍ଛା ହେଉନି । ରଥାରୂଢ଼ କରାଇବାକୁ ଟାଣି ନେଉଛନ୍ତି ସେବାୟତ ।
Advertisment
/kanak/media/media_files/2025/07/05/9-1-2025-07-05-12-39-14.png)
4/5
ସୃଷ୍ଟିର ପ୍ରତ୍ୟେକ ସ୍ୱରୂପରେ ବିଦ୍ୟମାନ ଅଛନ୍ତି ମହାପ୍ରଭୁ ଜଗନ୍ନାଥ । ଆଜି ନବଦିନାତ୍ମକ ଲୀଳାଖେଳା ଶେଷ କରି ବଡ଼ ଦେଉଳକୁ ଫେରୁଛନ୍ତି ।
/kanak/media/media_files/2025/07/05/9-2-2025-07-05-12-39-14.png)
5/5
ଟାହିଆ ହଲାଇ ହଲାଇ ଆସୁଛି କାଳିଆ । ତା କଳା ବଦନକୁ ଟିକିଏ ଦେଖିବାକୁ ଅନାଇ ବସିଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ।