ବିଜେପିର ନିକଟତର ହେଉଛନ୍ତି କି ଅମର? ବିଜେପି କେନ୍ଦ୍ର କମିଟିରେ ସ୍ଥାନ ମିଳିବା ପରେ ଚାରିଆଡେ ଚର୍ଚ୍ଚା

Advertisment

ବିଜେପିର ନିକଟତର ହେଉଛନ୍ତି କି ଅମର ଶତପଥୀ। ହରେକୃଷ୍ଣ ମହତାବ ଜନ୍ମଜୟନ୍ତୀ ପାଇଁ କେନ୍ଦ୍ରର ଉଚ୍ଚସ୍ତରୀୟ କମିଟିରେ ମିଳିଲା ସ୍ଥାନ। ୩ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଏହି କମିଟିରେ ସ୍ଥାନ ମିଳିଛି। ଅମିତଙ୍କ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅମର ଶତପଥିଙ୍କ ନାଁ ରହିଥିବା ବେଳେ ସେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି।

bjp 4

କନକବ୍ୟୁରୋ :  ବିଜେପିର ନିକଟତର ହେଉଛନ୍ତି କି ଅମର ଶତପଥୀ। ହରେକୃଷ୍ଣ ମହତାବ ଜନ୍ମଜୟନ୍ତୀ ପାଇଁ କେନ୍ଦ୍ରର ଉଚ୍ଚସ୍ତରୀୟ କମିଟିରେ ମିଳିଲା ସ୍ଥାନ। ୩ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଏହି କମିଟିରେ ସ୍ଥାନ ମିଳିଛି । ଅମିତଙ୍କ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅମର ଶତପଥିଙ୍କ ନାଁ ରହିଥିବା ବେଳେ ସେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି ।

ବୁଧବାର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଏକ୍ସ-ଅଫିସୋ ସଦସ୍ୟ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଓ ଲାଇବ୍ରେରୀ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଏକ୍ସ-ଅଫିସୋ  ସଦସ୍ୟ ଓ ସଂସ୍କୃତି ସଚିବ ଅରୁନିଶ୍ ଚାୱାଲା କମିଟିର ସଦସ୍ୟ ସଚିବ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe