କନକ ବ୍ୟୁରୋ: ୟୁକ୍ରେନ ଉପରେ ଋଷର ଅତର୍କିତ ଆକ୍ରମଣ । ଏକାସାଙ୍ଗରେ ୨୫୯ ଡ୍ରୋନ୍ ଓ ୬୯ ମିସାଇଲ୍ ଆକ୍ରମଣ କରିଛି ଋଷ । କୁହାଯାଉଛି ଯୁଦ୍ଧ ଆରମ୍ଭ ପରେ ଏହା ପ୍ରଥମ ଆକ୍ରମଣ ଯେଉଁଥିରେ ଋଷ ଏକାସହ ୩୬୭ ଡ୍ରୋନ୍ ସହ ୟୁକ୍ରେନର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରିଛି । ଘଟଣାରେ ବହୁ କ୍ଷତି ସହିଛି ୟୁକ୍ରେନ୍ । ସେପଟେ ପୁଣି ଗାଜା ଉପରେ ଅତର୍କିତ ଆକ୍ରମଣ କରିଛି ଇସ୍ରାଏଲ୍ । ୨୪ଘଣ୍ଟାରେ ୩ଥର ଆକ୍ରମଣରେ ୭୦ରୁ ଅଧିକ ପାଲେଷ୍ଟାଇନବାସୀଙ୍କ ମୃତ୍ୟ ହେବା ସହ ମୋଟ ୨ଶହରୁ ଅଧିକଙ୍କ ମୃତ୍ୟୁ ହୋଇଛି । ଗାଜାକୁ ୪ପଟୁ ଘେରି ଅତର୍କିତ ଆକ୍ରମଣ କରୁଛି ଆଇଡିଏଫ । ୨ମାସର ଯୁଦ୍ଧ ବିରାମ ପରେ ପୁଣି ହମାସକୁ ଟାର୍ଗେଟ କରି ଆକ୍ରମଣ କରିଛି ଇସ୍ରାଏଲ୍ ।
ୟୁକ୍ରେନ ଉପରେ ଋଷର ବଡ଼ ଆକ୍ରମଣ: ୧୨ସ୍ଥାନରେ ୨୫୯ ଡ୍ରୋନ ଓ ୬୯ ମିସାଇଲ ମାଡ଼
ୟୁକ୍ରେନ ଉପରେ ଋଷର ଅତର୍କିତ ଆକ୍ରମଣ । ଏକାସାଙ୍ଗରେ ୨୫୯ ଡ୍ରୋନ୍ ଓ ୬୯ ମିସାଇଲ୍ ଆକ୍ରମଣ କରିଛି ଋଷ ।
/kanak/media/media_files/2025/05/25/ir9amvYjKzsqcz0Ixdm3.jpg)