ହାତୀ ଘୋଡା ଦେବୁ କହି ସ୍ୱପ୍ନ ଦେଖାଇଲେ । ଇସ୍ପାତ କାରଖାନା ପାଇଁ ବିସ୍ଥାପନ କଲେ, ହେଲେ ...

Advertisment

ମିତି କହି ଦୀର୍ଘ ବର୍ଷରୁ ବିସ୍ଥାପିତାଙ୍କୁ ଭଣ୍ଡି ଚାଲିଛନ୍ତି ସରକାର। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଇଁ ବିସ୍ଥାପିତ ହୋଇଥିବା ଏଲପିଡି ୭୦ ଗାଁର ହଜାର ହଜାର ବିସ୍ଥାପିତ ନ୍ୟାୟ ପାଇଁ ବାର ଦ୍ୱାର ବୁଲୁଛନ୍ତି। ୧୯୮୫ ମସିହାରୁ ଚାକିରୀ ପାଇଁ ଜିଲ୍ଲା ପ୍ରଶାସନ ଠୁ ନେଇ ଆରପିଡିସି ମିଟିଙ୍ଗରେ ଦାବୀ ଉଠାଇଛନ୍ତି।

93

କନକ ବ୍ୟୁରୋ : ହାତୀ ଦେବୁ ଘୋଡା ଦେବୁ କହି ସ୍ବପ୍ନ ଦେଖାଇଲେ! ନିଜ ଜମି ଜାଗା ଦେଇ ବିସ୍ଥାପିତ ହେଲୁ। ହେଲେ ଆଜି ଯାଏଁ ନାଁ ମିଳିଛି ଚାକିରୀ ନାଁ କରାଯାଇଛି ଥଇଥାନ। ଏମିତି କହି ଦୀର୍ଘ ବର୍ଷରୁ ବିସ୍ଥାପିତାଙ୍କୁ ଭଣ୍ଡି ଚାଲିଛନ୍ତି ସରକାର। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଇଁ ବିସ୍ଥାପିତ ହୋଇଥିବା ଏଲପିଡି ୭୦ ଗାଁର ହଜାର ହଜାର ବିସ୍ଥାପିତ ନ୍ୟାୟ ପାଇଁ ବାର ଦ୍ୱାର ବୁଲୁଛନ୍ତି। ୧୯୮୫ ମସିହାରୁ ଚାକିରୀ ପାଇଁ ଜିଲ୍ଲା ପ୍ରଶାସନ ଠୁ ନେଇ ଆରପିଡିସି ମିଟିଙ୍ଗରେ ଦାବୀ ଉଠାଇଛନ୍ତି। ଏପରିକି ୨୦୧୩ ମସିହାରେ ପାଖାପାଖି ୩ହଜାର ୭୨୨ ବିସ୍ଥାପିତଙ୍କୁ ଚି଼ହ୍ନଟ କରି ଚାକିରୀ ପାଇଁ ନିର୍ଦେଶ ଦେଇଥିଲେ ଆରଡିସି। ହେଲେ ଏଯାଏଁ ଚାକିରୀର ଦେଖାନାହିଁ କ୍ଷ ଏନେଇ ଆଜି ରାଉରକେଲାର ଏଲପିଡି ୭୦ ଗାଁର ଶହଶହ ବିସ୍ଥାପିତ ଏଡିଏମ ଅଫିସ ଆସି ସମସ୍ୟାର ସମାଧାନ ପାଇଁ ଦାବୀପତ୍ର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe