ବିଜେଡି ପ୍ରଚାରରେ ସାଢେ ୪ଶହ କୋଟି ସ୍ୱାହା । ପାଣ୍ଡିଆନଙ୍କ ପ୍ରଚାରରେ  ଖର୍ଚ୍ଚ ୧୫ କୋଟି । ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ଭିକେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ଲଗାଇବା ପାଇଁ ହୋଇଛି ଖର୍ଚ୍ଚ । ରାଜ୍ୟ ରାଜକୋଷରୁ ୧୫ କୋଟି ୨୬ଲକ୍ଷ ୯୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

pandian

କନକ ବ୍ୟୁରୋ : ଭିକେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ଲଗାଇବା ପାଇଁ ହୋଇଛି ଖର୍ଚ୍ଚ । ରାଜ୍ୟ ରାଜକୋଷରୁ ୧୫ କୋଟି ୨୬ଲକ୍ଷ ୯୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ସେହିପରି ପ୍ରଚାର ପାଇଁ ୫ ବର୍ଷରେ ବିଜେଡି ଉଠାଇଛି ୪୫୨ କୋଟି ୯୬ ଲକ୍ଷ ଟଙ୍କା । ବିଜ୍ଞାପନରେ ନବୀନ ଓ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ରାଜ୍ୟ ରାଜକୋରୁ ଖର୍ଚ୍ଚ ହୋଇଛି  ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା  । ଗୃହରେ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe