କାଳବୈଶାଖୀର କରାଳ ରୂପ: ବୈପାରୀଗୁଡାରେ ପବନ ଏବଂ ବର୍ଷାରେ ଉଡିଗଲା ଅନେକ ଘରର ଛପର

Advertisment

କାଳବୈଶାଖୀର କରାଳ ରୂପ । କୂଆପଥର ଚାଦର ତଳେ ଘୋଡ଼େଇ ହେଲା ବୈପାରିଗୁଡା । ଆଜି ଅପରାହ୍ଣରେ ଏକ ଘଣ୍ଟା କାଳବୈଶାଖୀ ପବନ ଏବଂ ବର୍ଷାରେ ଉଜାଡ଼ି ଦେଲା ବହୁ ଘର ଛପର ।

କାଳବୈଶାଖୀର କରାଳ ରୂପ । କୂଆପଥର ଚାଦର ତଳେ ଘୋଡ଼େଇ ହେଲା ବୈପାରିଗୁଡା । ଆଜି ଅପରାହ୍ଣରେ ଏକ ଘଣ୍ଟା କାଳବୈଶାଖୀ ପବନ ଏବଂ ବର୍ଷାରେ ଉଜାଡ଼ି ଦେଲା ବହୁ ଘର ଛପର ।

thunderstorm-6463fa10c42e8

Photograph: (kanak news)

କନକ ବ୍ୟୁରୋ: କାଳବୈଶାଖୀର କରାଳ ରୂପ । କୂଆପଥର ଚାଦର ତଳେ ଘୋଡ଼େଇ ହେଲା ବୈପାରିଗୁଡା । ଆଜି ଅପରାହ୍ଣରେ ଏକ ଘଣ୍ଟା କାଳବୈଶାଖୀ ପବନ ଏବଂ ବର୍ଷାରେ ଉଜାଡ଼ି ଦେଲା ବହୁ ଘର ଛପର । ଗଛ ପଡ଼ି ରାସ୍ତା ଅବରୋଧ ହେବାସହ ଘର ଉପରେ ଗଛ ପଡ଼ି ଭାଙ୍ଗିଛି ଅନେକ ଘର । ଫଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି, ଅନ୍ଧାରରେ ବୁଡ଼ିଯାଇଛି ବୈପାରିଗୁଡା । ପ୍ରବଳ ବର୍ଷାରେ ୩୬୨ ନମ୍ବର ଜାତୀୟ ରାଜପଥରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଅନ୍ୟପଟେ କୁଆପଥର ବର୍ଷାରେ ପନିପରିବା ଚାଷ ବ୍ୟାରକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe