କନକ ବ୍ୟୁରୋ: କାଳବୈଶାଖୀର କରାଳ ରୂପ । କୂଆପଥର ଚାଦର ତଳେ ଘୋଡ଼େଇ ହେଲା ବୈପାରିଗୁଡା । ଆଜି ଅପରାହ୍ଣରେ ଏକ ଘଣ୍ଟା କାଳବୈଶାଖୀ ପବନ ଏବଂ ବର୍ଷାରେ ଉଜାଡ଼ି ଦେଲା ବହୁ ଘର ଛପର । ଗଛ ପଡ଼ି ରାସ୍ତା ଅବରୋଧ ହେବାସହ ଘର ଉପରେ ଗଛ ପଡ଼ି ଭାଙ୍ଗିଛି ଅନେକ ଘର । ଫଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି, ଅନ୍ଧାରରେ ବୁଡ଼ିଯାଇଛି ବୈପାରିଗୁଡା । ପ୍ରବଳ ବର୍ଷାରେ ୩୬୨ ନମ୍ବର ଜାତୀୟ ରାଜପଥରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଅନ୍ୟପଟେ କୁଆପଥର ବର୍ଷାରେ ପନିପରିବା ଚାଷ ବ୍ୟାରକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
କାଳବୈଶାଖୀର କରାଳ ରୂପ: ବୈପାରୀଗୁଡାରେ ପବନ ଏବଂ ବର୍ଷାରେ ଉଡିଗଲା ଅନେକ ଘରର ଛପର
କାଳବୈଶାଖୀର କରାଳ ରୂପ । କୂଆପଥର ଚାଦର ତଳେ ଘୋଡ଼େଇ ହେଲା ବୈପାରିଗୁଡା । ଆଜି ଅପରାହ୍ଣରେ ଏକ ଘଣ୍ଟା କାଳବୈଶାଖୀ ପବନ ଏବଂ ବର୍ଷାରେ ଉଜାଡ଼ି ଦେଲା ବହୁ ଘର ଛପର ।
/kanak/media/media_files/2025/04/12/UtngVPi1RpM62Yk3OhwW.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)