ଦ୍ୱିତୀୟ ଥର ବାପା ହେଲେ ରୋହିତ ଶର୍ମା । ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛାର ସୁଅ

Advertisment

ଅଷ୍ଟ୍ରେଲିଆ ଗସ୍ତରୁ ଖୁସି ଖବର ଦେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ସେ ଦ୍ବିତୀୟ ସନ୍ତାନର ବାପା ହୋଇଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତରୁ ଖୁସି ଖବର ଦେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ସେ ଦ୍ବିତୀୟ ସନ୍ତାନର ବାପା ହୋଇଛନ୍ତି ।

rohit

କନକବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତରୁ ଖୁସି ଖବର ଦେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ସେ ଦ୍ବିତୀୟ ସନ୍ତାନର ବାପା ହୋଇଛନ୍ତି। ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି  ।

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରି ଅଭ୍ୟାସ ଜାରି ରଖିଛି  । ହେଲେ ରିତିକାଙ୍କ ପାଇଁ ରୋହିତ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି  ।

ସେ ମୁମ୍ବାଇରେ ରହି ଅଭ୍ୟାସ ଜାରି ରଖିଛନ୍ତି  । ପ୍ରଥମେ କୁହାଯାଉଥିଲା କି ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ଏବେ ସେ ବାପା ହେବା ପରେ ପର୍ଥ ଟେଷ୍ଟ ଖେଳିବେ ବୋଲି ଆଶା କରାଯାଉଛି । 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe