ଆରପାରିରେ ହଲିଉଡ୍ ଅଭିନେତା ରବର୍ଟ ରେଡ୍‌ଫୋର୍ଡ : ଅର୍ଡିନାରି ପିପୁଲ୍‌ ପାଇଁ ପାଇଥିଲେ ଓସ୍କାର

Advertisment

୧୯୬୦ ରୁ ୭୦ ପର୍ଯ୍ୟନ୍ତ ସେ ହଲିଉଡ୍‌ରେ ବେଶ୍‌ ସକ୍ରିୟ ଥିଲେ । ସେ ଅନେକ ହିଟ୍‌ ସିନେମାରେ ଅଭିନୟ କରିଛନ୍ତି । ଦ କ୍ୟାଣ୍ତିଡେଟ୍‌, ଦ ୱେ ଉଇ ୱେୟାର୍, ଅଲ୍‌ ଦ ପ୍ରେସିଡେଣ୍ଟସ୍‌ ମ୍ୟାନ୍ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ।

୧୯୬୦ ରୁ ୭୦ ପର୍ଯ୍ୟନ୍ତ ସେ ହଲିଉଡ୍‌ରେ ବେଶ୍‌ ସକ୍ରିୟ ଥିଲେ । ସେ ଅନେକ ହିଟ୍‌ ସିନେମାରେ ଅଭିନୟ କରିଛନ୍ତି । ଦ କ୍ୟାଣ୍ତିଡେଟ୍‌, ଦ ୱେ ଉଇ ୱେୟାର୍, ଅଲ୍‌ ଦ ପ୍ରେସିଡେଣ୍ଟସ୍‌ ମ୍ୟାନ୍ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ।

Robert-Redford

Robert-Redford Photograph: (google)

କନକ ବ୍ୟୁରୋ : ଆରପାରିରେ ହଲିଉଡ୍‌ର ଅଭିନେତା ତଥା ସଂଯୋଜକ ରବର୍ଟ ରେଡ୍‌ଫୋର୍ଡ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ବୟସାଧିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୯୬୦ ରୁ ୭୦ ପର୍ଯ୍ୟନ୍ତ ସେ ହଲିଉଡ୍‌ରେ ବେଶ୍‌ ସକ୍ରିୟ ଥିଲେ । ସେ ଅନେକ ହିଟ୍‌ ସିନେମାରେ ଅଭିନୟ କରିଛନ୍ତି । ଦ କ୍ୟାଣ୍ତିଡେଟ୍‌, ଦ ୱେ ଉଇ ୱେୟାର୍, ଅଲ୍‌ ଦ ପ୍ରେସିଡେଣ୍ଟସ୍‌ ମ୍ୟାନ୍ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ୧୯୮୦ ରେ ସେ ଅର୍ଡିନାରି ପିପୁଲ ପାଇଁ ଓସ୍କାର ମଧ୍ୟ ଜିତିଥିଲେ । 

ଚାଲିଗଲେ ଓସ୍କାର ବିଜେତା ରବର୍ଟ ରେଡ୍‌ଫୋର୍ଡ
ଅର୍ଡିନାରି ପିପୁଲ୍‌ ପାଇଁ ପାଇଥିଲେ ଓସ୍କାର
ଅନେକ ହିଟ୍‌ ସିନେମାରେ ଅଭିନୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe