କନକ ବ୍ୟୁରୋ : ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା। ଉତ୍ତରା ଅଞ୍ଚଳରେ ଥିବା ଭିସାଲ ଗାର୍ଡେନ୍ ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ ହୋଇଛି । ଆପାର୍ଟମେଣ୍ଟରେ ଥିବା ଏକାଧିକ ଫ୍ଲାଟରୁ ଲୁଟ୍ କରିଛନ୍ତି ଦୃର୍ବୁତ୍ତ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ କଳାକନା ବୁଲାଇଛନ୍ତି ଲୁଟେରା । ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଘର ମାଲିକ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଅଞ୍ଚଳରେ ଲୁଟେରାଙ୍କ ରାଜ୍ । ବିଶାଳ ଗାର୍ଡେନ ଆପାର୍ଟମେଣ୍ଟର ଅନେକ ଫ୍ଲାଟରୁ ସିରିଜ ଲୁଟ୍
ଆପାର୍ଟମେଣ୍ଟରେ ଥିବା ଏକାଧିକ ଫ୍ଲାଟରୁ ଲୁଟ୍ କରିଛନ୍ତି ଦୃର୍ବୁତ୍ତ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ କଳାକନା ବୁଲାଇଛନ୍ତି ଲୁଟେରା । ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଘର ମାଲିକ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/media_files/2024/12/01/pSC6PQ52xACorFrhBW5N.jpg)