କନକ ବ୍ୟୁରୋ: ରାଜଧାନୀରୁ ଲୁଟେରା ଦମ୍ପତି ଗିରଫ। ଠକେଇ ମାମଲରେ ଲୁଟେରା ଦମ୍ପତିଙ୍କୁ ବାନ୍ଧିଛି କମିଶନରେଟ ପୋଲିସ। ବଡବଡିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଏହି ସ୍ବାମୀ, ସ୍ତ୍ରୀ ଚୂନ ଲଗାଉଥିଲେ। ଗିରଫ ମହିଳା ହେଲେ ହଂସିତା ଅଭିଲିପ୍ସା। ତାଙ୍କ ସ୍ବାମୀ ଅନୀଲ ମହାନ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସିଜର ଲିଷ୍ଟରେ ଅନୀଲଙ୍କୁ ତାଙ୍କ ସ୍ୱାମୀ ବୋଲି ଦର୍ଶାଇଛି ପୁଲିସ। ଏପରିକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ସହ ମଧ୍ୟ ଏମାନଙ୍କର ଘନିଷ୍ଠତା ଅଛି କହି ଲୋକଙ୍କୁ ଲୁଟୁଥିଲେ।
ରାଜଧାନୀରୁ ଲୁଟେରା ଦମ୍ପତି ଗିରଫ। ବଡ଼ କଥା କହି ଲୁଟୁଥିଲେ ସ୍ୱାମୀ-ସ୍ତ୍ରୀ ।
ରାଜଧାନୀରୁ ଲୁଟେରା ଦମ୍ପତି ଗିରଫ। ଠକେଇ ମାମଲରେ ଲୁଟେରା ଦମ୍ପତିଙ୍କୁ ବାନ୍ଧିଛି କମିଶନରେଟ ପୋଲିସ। ବଡବଡିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଏହି ସ୍ବାମୀ, ସ୍ତ୍ରୀ ଚୂନ ଲଗାଉଥିଲେ
/kanak/media/media_files/2024/12/30/mDvnQCCWTtjNlXqdpEq9.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)