କନକ ବ୍ୟୁରୋ: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା । ଦୀର୍ଘ ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ଲୋକେ ରାସ୍ତାରୋକ କରୁଛନ୍ତି । ଗତକାଲିଠୁ ଏପର୍ଯ୍ୟନ୍ତ ସୁନ୍ଦରଗଡ଼ର ଲହଣ୍ଡାବୁଡ଼-ଚେମ୍ପାପଡ଼ା ରାସ୍ତାରେ ପଡିରହିଛି ଶବ । କାଲି ରାସ୍ତା କାମ ଚାଲିଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ତଳେ ଚାପି ହୋଇ ଘଟଣାସ୍ଥଳରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଚଳାଇଛନ୍ତି ।
ଶବ ରଖି ରାସ୍ତାରୋକ୍ ; ୧୨ ଘଣ୍ଟା ଧରି ରାସ୍ତାରେ ପଡିରହିଛି ମୃତଦେହ
ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା । ଦୀର୍ଘ ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ଲୋକେ ରାସ୍ତାରୋକ କରୁଛନ୍ତି ।
/kanak/media/media_files/TH3Py6ydTG9fjmHrIdCA.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)