କନକ ବ୍ୟୁରୋ: ଛୁଆକୁ ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ ଚଢିଗଲା ଟ୍ରଲର। ଝିଅ ସାମ୍ନାରେ ଚାଲିଗଲା ବାପାର ଜୀବନ। ସୁନ୍ଦରଗଡ଼ ଟାଉନ ଥାନା ପାରିଜାତ ପାର୍କ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକରେ ଝିଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ବାପା ମାଆ। ବାଇକରେ ଯାଉଥିବା ବେଳେ ଚଢ଼ିଗଲା ଟ୍ରଲର। ଝିଅ ଓ ସ୍ତ୍ରୀ ଆଗରେ ଚାଲିଗଲା ବାଇକ ଆରୋହିଙ୍କ ଜୀବନ। ଘଟଣାସ୍ଥଳରେ ଉତ୍ତେଜନା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us