ବଲାଙ୍ଗିର ଏନଏଚ୍ ନିକଟରେ ସଡ଼କ ଦୁର୍ଘଟଣା:ପୋଖରୀରେ ଭାସୁଛି ୨ ମୃତଦେହ

ସଡ଼କ ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଲେ ବାଇକ୍ ଆରୋହୀ। ୨ ଜଣଙ୍କର ଜୀବନ ଯାଇଛି ।

bbb

କନକବ୍ୟୁରୋ : ସଡ଼କ ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଲେ ବାଇକ୍ ଆରୋହୀ । ୨ ଜଣଙ୍କର ଜୀବନ ଯାଇଛି ।
ବଲାଙ୍ଗିର ୫୯ ନମ୍ବର ଜାତୀୟ ରାଜପଥର ଭୋଇପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । 

ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଲେ ଦୁଇ ବାଇକ୍ ଆରୋହୀ। ପୋଖରୀରେ ଦୁଇ ମୃତଦେହ ଭାସୁଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ। ମୁରିବାହାଲ ପୋଲିସ ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe