କନକବ୍ୟୁରୋ : ସଡ଼କ ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଲେ ବାଇକ୍ ଆରୋହୀ । ୨ ଜଣଙ୍କର ଜୀବନ ଯାଇଛି ।
ବଲାଙ୍ଗିର ୫୯ ନମ୍ବର ଜାତୀୟ ରାଜପଥର ଭୋଇପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଲେ ଦୁଇ ବାଇକ୍ ଆରୋହୀ। ପୋଖରୀରେ ଦୁଇ ମୃତଦେହ ଭାସୁଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ। ମୁରିବାହାଲ ପୋଲିସ ତଦନ୍ତ ଆରମ୍ଭ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/MBqtIsyBmP0JH1OxvlNO.jpg)