ବ୍ରହ୍ମପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପରିବା ବିକ୍ରି କରୁଥିବା ମହିଳାଙ୍କ ଉପରେ ମାଡିଗଲା କାର, ଘଟଣାସ୍ଥଳରେ ମୃତ୍ୟୁ

Advertisment

ପେଟପାଟଣା ପାଇଁ ମାଆ ସନ୍ତୋଷୀଙ୍କ ମନ୍ଦିର ଆଗରେ ରାସ୍ତାକଡ଼ରେ ବସି ପରିବା ବିକ୍ରି କରୁଥିଲେ ମହିଳା। ସେତେବେଳେ ଦୋକାନୀଙ୍କ ଉପରେ ଚଢ଼ିଗଲା କାର ।

ପେଟପାଟଣା ପାଇଁ ମାଆ ସନ୍ତୋଷୀଙ୍କ ମନ୍ଦିର ଆଗରେ ରାସ୍ତାକଡ଼ରେ ବସି ପରିବା ବିକ୍ରି କରୁଥିଲେ ମହିଳା। ସେତେବେଳେ ଦୋକାନୀଙ୍କ ଉପରେ ଚଢ଼ିଗଲା କାର ।

còò\i

କନକ ବ୍ୟୁରୋ :  ମନ୍ଦିର ଆଗରେ ମହିଳାଙ୍କ ଉପରେ ମାଡ଼ିଗଲା କାର। ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ପେଟପାଟଣା ପାଇଁ ମାଆ ସନ୍ତୋଷୀଙ୍କ ମନ୍ଦିର ଆଗରେ ରାସ୍ତାକଡ଼ରେ ବସି ପରିବା ବିକ୍ରି କରୁଥିଲେ ମହିଳା। ସେତେବେଳେ ଦୋକାନୀଙ୍କ ଉପରେ ଚଢ଼ିଗଲା କାର । ବ୍ରହ୍ମପୁର ବିଜିପୁର ସନ୍ତୋଷୀ ମନ୍ଦିର ନିକଟରେ ଏଭଳି ଦୁଃଖର ଘଟଣା ଘଟିଯାଇଛି । ପରିବା ବିକୁଥିବା ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe