ପୂର୍ବ ସରକାରର ଭୁଲ ପାଇଁ ନିଷ୍କାସନ ହୋଇପାରୁନି ବର୍ଷା ଜଳ; ଖୁବଶୀଘ୍ର ଆରମ୍ଭ ହେବ ନଦୀ ସଫେଇ ଅଭିଯାନ

Advertisment

ଆସୁଥିବା ବଡ଼ ବର୍ଷାର ମୁକାବିଲା ପାଇଁ ସମୀକ୍ଷା ବୈଠକ କରି ଏହି ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ବଢୁଛି ।

ଆସୁଥିବା ବଡ଼ ବର୍ଷାର ମୁକାବିଲା ପାଇଁ ସମୀକ୍ଷା ବୈଠକ କରି ଏହି ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ବଢୁଛି ।

River Cleaning Campaign

Photograph: (Kanak News)

କନକ ବ୍ୟୁରୋ : ପୂର୍ବ ସରକାରର ଭୁଲ ପାଇଁ ନିଷ୍କାସନ ହୋଇପାରୁନି ବର୍ଷା ଜଳ । ଖୁବଶୀଘ୍ର ନଦୀ ସଫେଇ ଅଭିଯାନ ଆରମ୍ଭ କରିବେ ସରକାର । ଆସୁଥିବା ବଡ଼ ବର୍ଷାର ମୁକାବିଲା ପାଇଁ ସମୀକ୍ଷା ବୈଠକ କରି ଏହି ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ବଢୁଛି । ତେବେ ଏହାର କିପରି ସ୍ଥାୟୀ ସମାଧାନ ହୋଇପାରିବ, ସେଥିପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ବିଭିନ୍ନ ନଦୀର ଗତିପଥକୁ ସଫା କରିବା ପାଇଁ ଯୋଜନା କରାଯାଉଛି । ରାଜ୍ୟ ସରକାର ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଯୋଜନା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe