ସାଇବର ସଇତାନଙ୍କୁ ସାବାଡ଼ କରିବାକୁ ନୂଆ ରଣନୀତି; ପୋଲିସ କର୍ମଚାରୀଙ୍କୁ ଦିଆଯିବ ଟ୍ରେନିଂ

Advertisment

ଆଖି ପିଛୁଳାକେ ଆକାଉଣ୍ଟରୁ ଗାଏବ ହୋଇଯାଉଛି କଷ୍ଟ ଉପାର୍ଜିତ ଟଙ୍କା । ଆଉ ଥରେ ସେହି ଟଙ୍କା ଗଲା ପରେ ଆଉ ଫେରିବା ପାଇବା ଆଶା ଛାଡ଼ି ଦେଉଛନ୍ତି ।

ଆଖି ପିଛୁଳାକେ ଆକାଉଣ୍ଟରୁ ଗାଏବ ହୋଇଯାଉଛି କଷ୍ଟ ଉପାର୍ଜିତ ଟଙ୍କା । ଆଉ ଥରେ ସେହି ଟଙ୍କା ଗଲା ପରେ ଆଉ ଫେରିବା ପାଇବା ଆଶା ଛାଡ଼ି ଦେଉଛନ୍ତି ।

Cyber Fraud

କନକ ବ୍ୟୁରୋ : ସାଇବର ଠକେଇ.. ଏହାର ଶିକାର କିଏ ଓ କେତେବେଳେ ହେବ, ତାହା କେହି କହିପାରିବେନି । ସାରା ବିଶ୍ୱରେ ଏବେ ଏହି ସାଇବର ଠକେଇ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି । କାରଣ ଆଖି ପିଛୁଳାକେ ଆକାଉଣ୍ଟରୁ ଗାଏବ ହୋଇଯାଉଛି କଷ୍ଟ ଉପାର୍ଜିତ ଟଙ୍କା । ଆଉ ଥରେ ସେହି ଟଙ୍କା ଗଲା ପରେ ଆଉ ଫେରିବା ପାଇବା ଆଶା ଛାଡ଼ି ଦେଉଛନ୍ତି ।

କାରଣ କେଉଁଠି ଏହି ସାଇବର ଲୁଟ ଅପରେଟ୍ ହେଉଛି, ତା’ର ମୂଳକୁ ଏପର୍ଯ୍ୟନ୍ତ ଖୋଜି ବାହାର କରାଯାଇପାରିନାହିଁ । ଏବେ ସାଇବର ଠକେଇ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ସାଇବର ଅପରାଧ ରୋକିବାକୁ ଓଡ଼ିଶା ପୁଲିସ ନୂଆ ଷ୍ଟ୍ରାଟେଜୀ ଆପଣେଇଛି । ପୋଲିସ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ । ସାଇବର ସଇତାନଙ୍କୁ ସାବାଡ଼ କରିବା ପାଇଁ ନିଆଯିବ ଏଆଇର ସହାୟତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe