କନକ ବ୍ୟୁରୋ: ପାହାଡ଼ ଉପରେ ମେଳି । ପାହାଡ଼ ଉପରେ ଘର ଢ଼ିହପାଇଁ ପଟା ଦେଲେ । ଚାନ୍ଦା କରି ଲୋକମାନେ ପାହାଡ଼ ସମତୁଲ କରିବା ସମୟରେ ମନା କରିଦେଲା ପ୍ରଶସାନ । ଏବେ ଯିବୁ କୁଆଡ଼େ? ଖର୍ଚ୍ଚ କରିଥିଲା ଟଙ୍କା ଦେବ କିଏ? ଏଭଳି କିଛି ଅଭିଯୋଗ କରି ଶତାଧିକ ଓସିସି କଲୋନୀର ମହିଳା ଓ ପୁରୁଷ ପାହାଡ଼ ଉପରେ ଏକାଠି ହୋଇଛନ୍ତି ।
ହାତରେ ଘର ଢ଼ିହ ପଟ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକାର ନଦେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି କୋଲାବ ଡ୍ୟାମ୍ ପାଇଁ ବିସ୍ଥାପିତ ହୋଇଥିବା କଲୋନୀ ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/02/CXBRygg97v1aHAEUdFrx.jpg)