କ୍ଷୟକ୍ଷତି ସର୍ଭେ ବେଳେ ହଟହଟା ହେଲେ ଆରଆଇ : ରାସ୍ତାରୁ ଫଟୋ ଉଠାଇ ଚାଲିଯାଉଥିବା ଚାଷୀ କଲେ ଅଭିଯୋଗ

Advertisment

କ୍ଷୟକ୍ଷତି ସର୍ଭେ କରିବାକୁ ଆସି ହଟହଟା ହେଲେ ଆର୍‌ଆଇ । ରାସ୍ତାରୁ ଫୋଟ ଉଠାଇ ଚାଲି ଯାଉଥିବା ବେଳେ ବାବୁଙ୍କୁ ଘେରିଲେ ଚାଷୀ  । ମୋବାଇଲ ବ୍ୟାଟେରୀ ସରିଗଲା, କାଲି ଆସିବି କହି ଚାଲି ଯାଉଥିବା ବେଳେ ତାତିଲେ ଚାଷୀ

Updated On

କ୍ଷୟକ୍ଷତି ସର୍ଭେ କରିବାକୁ ଆସି ହଟହଟା ହେଲେ ଆର୍‌ଆଇ । ରାସ୍ତାରୁ ଫୋଟ ଉଠାଇ ଚାଲି ଯାଉଥିବା ବେଳେ ବାବୁଙ୍କୁ ଘେରିଲେ ଚାଷୀ  । ମୋବାଇଲ ବ୍ୟାଟେରୀ ସରିଗଲା, କାଲି ଆସିବି କହି ଚାଲି ଯାଉଥିବା ବେଳେ ତାତିଲେ ଚାଷୀ

ଅଦ୍ୟତନ ହୋଇଛି
report

report Photograph: (report )

କନକବ୍ୟୁରୋ : କ୍ଷୟକ୍ଷତି ସର୍ଭେ କରିବାକୁ ଆସି ହଟହଟା ହେଲେ ଆର୍‌ଆଇ । ରାସ୍ତାରୁ ଫୋଟ ଉଠାଇ ଚାଲି ଯାଉଥିବା ବେଳେ ବାବୁଙ୍କୁ ଘେରିଲେ ଚାଷୀ  । ମୋବାଇଲ ବ୍ୟାଟେରୀ ସରିଗଲା, କାଲି ଆସିବି କହି ଚାଲି ଯାଉଥିବା ବେଳେ ତାତିଲେ ଚାଷୀ । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି  । 

ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ କଟରପା ଗ୍ରାମ ପଂଚାୟତରେ  । ଆର୍ ଆଇ ବାବୁଙ୍କ ଏଭଳି ତଦନ୍ତ ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି ଚାଷୀ ମାନେ  । ଆର୍ ଆଇ ପାତର ଅନ୍ତର ନୀତିରେ ଏଠାରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଚାଷୀମାନେ  । ଏବେ ବି ବିଲରେ କଟା ଧାନ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe