ରାଜସ୍ୱ ମନ୍ତ୍ରୀଙ୍କ ସୂଚନା । ପରିବର୍ତ୍ତନ ହେବ ରିଲିଫ କୋଡର ନାମ ।  କୁହାଯିବ ବିପର୍ଯ୍ୟୟ ଅଧିକାର ରାଶୀ

Advertisment

ରିଲିଫ୍ କୋଡର ନାମ ପରିବର୍ତ୍ତନ ହେବ । ଏନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି  । ସୁରେଶ ପୂଜାରୀଙ୍କ କହିବା ମୁତାବକ ଏହା ବ୍ରିଟିସ ଅମଳର ନାମ ହୋଇଥିବାରୁ ଏବେ ସରକାର ଏହାର ନାମ ବଦଳାଇ ବିପର୍ଯ୍ୟୟ ରାଶି ବୋଲି କୁହାଯିବ ।

ରିଲିଫ୍ କୋଡର ନାମ ପରିବର୍ତ୍ତନ ହେବ । ଏନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି  । ସୁରେଶ ପୂଜାରୀଙ୍କ କହିବା ମୁତାବକ ଏହା ବ୍ରିଟିସ ଅମଳର ନାମ ହୋଇଥିବାରୁ ଏବେ ସରକାର ଏହାର ନାମ ବଦଳାଇ ବିପର୍ଯ୍ୟୟ ରାଶି ବୋଲି କୁହାଯିବ ।

cc\^

କନକ ବ୍ୟୁରୋ :  ରିଲିଫ୍ କୋଡର ନାମ ପରିବର୍ତ୍ତନ ହେବ । ଏନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି  । ସୁରେଶ ପୂଜାରୀଙ୍କ କହିବା ମୁତାବକ ଏହା ବ୍ରିଟିସ ଅମଳର ନାମ ହୋଇଥିବାରୁ ଏବେ ସରକାର ଏହାର ନାମ ବଦଳାଇ ବିପର୍ଯ୍ୟୟ ରାଶି ବୋଲି କୁହାଯିବ । ସେପଟେ ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତକୁ ମିଳିବ ସହାୟତା। ସପ୍ତାହ ମଧ୍ୟରେ ଜିଲ୍ଲାପାଳଙ୍କ ରିପୋର୍ଟ ମିଳିବା ପରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା। ମନ୍ତ୍ରୀ କହିଛନ୍ତି, ଲଗାଣ ବର୍ଷା ଯୋଗୁ ମାଲକାନଗିରି, ମୟୁରଭଞ୍ଜ, ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ୱର ଜିଲ୍ଲା କ୍ଷତିଗ୍ରସ୍ତ ହେଇଛନ୍ତି। ୭ ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ରିପୋର୍ଟ ପାଇବା ମାତ୍ରେ କ୍ଷତିପୂରଣ ଦିଆଯିବ କହିଛନ୍ତି ମନ୍ତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe