କାମରେ ଯୋଗ ଦେବାକୁ ଅମଲାଙ୍କୁ ଅପଲି କଲେ ରାଜସ୍ବ ମନ୍ତ୍ରୀ: ଦାବି ପୂରଣ ନେଇ ସରକାରୀ ସ୍ତରରେ ଚାଲିଛି ବିଚାରବିମର୍ଶ

ଅମଲାଙ୍କ ପକ୍ଷରୁ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ସେମାନଙ୍କ ଦାବି କେମିତି ପୂରଣ ହେବ ସେନେଇ ବିଚାର ଚାଲିଛି । ତାଙ୍କ ଦାବିକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଛି ।

44

Photograph: (KANAK NEWS)

କନକ ବ୍ୟୁରୋ: ଅମଲାଙ୍କୁ କାମରେ ଯୋଗ ଦେବା ପାଇଁ ନିବେଦନ କଲେ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଅମଲା କାମରେ ଯୋଗଦେବା ଆରମ୍ଭ କରିଛନ୍ତି  । ଅମଲାଙ୍କ ପକ୍ଷରୁ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ସେମାନଙ୍କ ଦାବି କେମିତି ପୂରଣ ହେବ ସେନେଇ ବିଚାର ଚାଲିଛି । ତାଙ୍କ ଦାବିକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଛି । ତେଣୁ ତୁରନ୍ତ କାମରେ ଯୋଗଦେବା ପାଇଁ ମନ୍ତ୍ରୀ ଅପିଲ କରିଛନ୍ତି । ୧୦ ଦଫା ଦାବି ନେଇ ୧୫ ଦିନ ହେବ ସାରା ରାଜ୍ୟରେ ଅମଲାଙ୍କ ପକ୍ଷରୁ ଆନ୍ଦୋଳନ ଜାରି କରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe