କନକ ବ୍ୟୁରୋ: ଅମଲାଙ୍କୁ କାମରେ ଯୋଗ ଦେବା ପାଇଁ ନିବେଦନ କଲେ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଅମଲା କାମରେ ଯୋଗଦେବା ଆରମ୍ଭ କରିଛନ୍ତି । ଅମଲାଙ୍କ ପକ୍ଷରୁ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ସେମାନଙ୍କ ଦାବି କେମିତି ପୂରଣ ହେବ ସେନେଇ ବିଚାର ଚାଲିଛି । ତାଙ୍କ ଦାବିକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଛି । ତେଣୁ ତୁରନ୍ତ କାମରେ ଯୋଗଦେବା ପାଇଁ ମନ୍ତ୍ରୀ ଅପିଲ କରିଛନ୍ତି । ୧୦ ଦଫା ଦାବି ନେଇ ୧୫ ଦିନ ହେବ ସାରା ରାଜ୍ୟରେ ଅମଲାଙ୍କ ପକ୍ଷରୁ ଆନ୍ଦୋଳନ ଜାରି କରହିଛି।
କାମରେ ଯୋଗ ଦେବାକୁ ଅମଲାଙ୍କୁ ଅପଲି କଲେ ରାଜସ୍ବ ମନ୍ତ୍ରୀ: ଦାବି ପୂରଣ ନେଇ ସରକାରୀ ସ୍ତରରେ ଚାଲିଛି ବିଚାରବିମର୍ଶ
ଅମଲାଙ୍କ ପକ୍ଷରୁ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ସେମାନଙ୍କ ଦାବି କେମିତି ପୂରଣ ହେବ ସେନେଇ ବିଚାର ଚାଲିଛି । ତାଙ୍କ ଦାବିକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଛି ।
/kanak/media/media_files/2025/08/25/44-2025-08-25-16-41-58.jpg)