ପାକିସ୍ତାନ ସେନାର ଅବସରପ୍ରାପ୍ତ ଅଧିକାରୀଙ୍କ ଦାବି : ପହଲଗାମ ଆକ୍ରମଣ ପଛରେ ପାକ୍‌ ସେନା ମୁଖ୍ୟ ଅସିମ୍ ମୁନିରଙ୍କ ହାତ

Advertisment

ପହଲଗାମ ଆକ୍ରମଣ ପଛରେ ପାକ୍ ସେନା ମୁଖ୍ୟଙ୍କ ହାତ  ।  ଏଭଳି କିଛି ଦାବି କରିଛନ୍ତି ପାକିସ୍ତାନ ସେନାର ଜଣେ ପୂର୍ବତନ ଅଧିକାରୀ  ।

ପହଲଗାମ ଆକ୍ରମଣ ପଛରେ ପାକ୍ ସେନା ମୁଖ୍ୟଙ୍କ ହାତ  ।  ଏଭଳି କିଛି ଦାବି କରିଛନ୍ତି ପାକିସ୍ତାନ ସେନାର ଜଣେ ପୂର୍ବତନ ଅଧିକାରୀ  ।

paksena

Photograph: (KANAK NEWS)

କନକବ୍ୟୁରୋ : ପହଲଗାମ ଆକ୍ରମଣ ପଛରେ ପାକ୍ ସେନା ମୁଖ୍ୟଙ୍କ ହାତ   ।  ଏଭଳି କିଛି ଦାବି କରିଛନ୍ତି ପାକିସ୍ତାନ ସେନାର ଜଣେ ପୂର୍ବତନ ଅଧିକାରୀ  ।  ପାକିସ୍ତାନ ସେନାର ପୂର୍ବ ଅଧିକାରୀ ଆଦିଲ ରାଜା କହିଛନ୍ତି ପହଲଗାମ ଆକ୍ରମଣ ପଛରେ ରହିଛି ପାକ୍ ସେନା ମୁଖ୍ୟ ଅସିମ୍‌ ମୁନିର ଙ୍କ ହାତ  ।   ଏକ ସାକ୍ଷାତକାରରେ ଏଭଳି କିଛି ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ ଯେତେବେଳେ ପୁଲୱାମା ଆକ୍ରମଣ ହୋଇଥିଲା ସେତେବେଳେ ଅସିମ୍ ମୁନିର ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଥିଲେ ।

 ଆଉ ଏବେ ପହଲଗାମ ଆକ୍ରମଣବେଳେ ସେ ସେନା ମୁଖ୍ୟ ଅଛନ୍ତି  । ଏପରି କରି ଭାରତ ସହ ଛୋଟ ଯୁଦ୍ଧ କରିବା ଉଦ୍ଦେଶ୍ୟ ଅଛନ୍ତି ପାକ୍ ସେନା ମୁଖ୍ୟ  ।  ସେ ଦେଶରେ ନିଜର ଏକ ଛାପ ସୃଷ୍ଟି କରିବା ପାଇଁ ଏଭଳି କରୁଥିବା ଦାବି କରିଛନ୍ତି ଅଦିଲ ରାଜା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe