ଆନନ୍ଦବଜାର ଜଗିବେ ସେବାନିବୃତ୍ତ ସେନା କର୍ମୀ ; ବାସି ଅବଢା ବିକ୍ରି ଉପରେ ଲାଗିବ ରୋକ୍, ଶୃଙ୍ଖଳା ଉପରେ ରହିବ କଡା ନଜର

ଏଣିକି ଆନନ୍ଦ ବଜାର ଜଗିବେ ଏକ୍ସ ଆର୍ମି। ଶୃଙ୍ଖଳିତ ହେବ ଆନନ୍ଦବଜାର । ସୁପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ । ଏଥିପାଇଁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସର ପ୍ରାପ୍ତ ସେନାନିବୃତ କର୍ମୀ । ଏନେଇ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା ।

anand bazar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe