କନକ ବ୍ୟୁରୋ: ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅବକାରୀ ବିଭାଗର କଟକଣା । ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର । ଅବକାରୀ ବିଭାଗର ଅନୁମତି ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅବକାରୀ କମିଶନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି । ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି । ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନେବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ଚେତାବନୀ ଦେଇଛନ୍ତି ।
ବିନା ଅନୁମତିରେ ଜିରୋ ନାଇଟ୍ ସେଲିବ୍ରେସନ ମନା । କଟକଣା ଲଗାଇଲା ଅବକାରୀ ବିଭାଗ ।
ଜିରୋ ନାଇଟ୍ ଆୟୋଜନ ପାଇଁ ଦରକାର ଅନୁମତି । ଅବକାରୀ ବିଭାଗର ଅନୁମତି ନଥିଲେ ହେବ କାର୍ୟ୍ୟାନୁଷ୍ଠାନ । ଅବକାରୀ କମିଶନରଙ୍କ ଚେତାବନୀ, ପଦକ୍ଷେପ ନେବ ବିଭାଗ ।
/kanak/media/media_files/2024/12/20/O2YQHjoQFFVdZajkA6B4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)