ପାଣି ସମସ୍ୟା ନେଇ ତାତିଲେ ଲୋକେ : ସରପଞ୍ଚ,ୱାର୍ଡସଭ୍ୟଙ୍କୁ ଘରେ ପୂରାଇ ପକାଇଲେ ତାଲା

ପିଇବା ପାଣିକୁ ନେଇ ପଞ୍ଚାୟତ ଅଫିସରେ ତାଲା । ଭିତରେ ପଞ୍ଚାୟତର ମାସିକ ବୈଠକ ଚାଲିଥିବା ବେଳେ ଦେଓଗାଁ ପଞ୍ଚାୟତର କଲୋନୀପଡ଼ାବାସୀ ତାଲା ପକାଇ ଦେଇଛନ୍ତି ।

Lock

Lock Photograph: (KanakNews)

କନକ ବ୍ୟୁରୋ : ଭାଦ୍ରବ ମାସରେ ପିଇବା ପାଣିକୁ ନେଇ ପଞ୍ଚାୟତ ଅଫିସରେ ତାଲା । ଭିତରେ ପଞ୍ଚାୟତର ମାସିକ ବୈଠକ ଚାଲିଥିବା ବେଳେ ଦେଓଗାଁ ପଞ୍ଚାୟତର କଲୋନୀପଡ଼ାବାସୀ ତାଲା ପକାଇ ଦେଇଛନ୍ତି । ବୈଠକ ଚାଲିଥିବା ବେଳେ ଅଫିସ ଭିତରେ ଦେଓଗାଁ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ଅଧିକାରୀ ସହ ୭ରୁ ୮ ଜଣ ୱାର୍ଡ଼ ସଭ୍ୟ ରହିଥିଲେ । ସମସ୍ତଙ୍କୁ ଉତ୍ତ୍ୟକ୍ତ ଲୋକେ ତାଲା ପକାଇ ଦେଇଛନ୍ତି । ଅଫିସ ଭିତରେ ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀଙ୍କୁ ତାଲା ଦେଇଥିଲେ ବି କେହି ପ୍ରାଶାସନିକ ଅଧିକାରୀ ଆସିନଥିବା ଜଣାପଡ଼ିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe