କନକବ୍ୟୁରୋ: ପୋଲିସ ନଜରରେ ରେଭେନ୍ସା କ୍ୟାମ୍ପସ। ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରଠୁ ବିବାଦ ଦେଖାଦେଇଛି। ଏହାପରେ ରେଭେନ୍ସା କ୍ୟାମ୍ପସରେ ସୁରକ୍ଷା ଦରକାର ବୋଲି କଟକ ଡିସିପିଙ୍କୁ ଅବଗତ କରିଥିଲେ ରେଭେନ୍ସା କର୍ତ୍ତୃପକ୍ଷ। ଗତକାଲି କ୍ୟାମ୍ପସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ମଧ୍ୟ ହୋଇଥିଲେ। ଏନେଇ ମାଲଗୋଦାମ ଥାନା ପକ୍ଷରୁ ପିସିଆର ଟିମ୍ କ୍ୟାମ୍ପସ ଉପରେ ନଜର ରଖିଛି।
ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସୁରକ୍ଷା ଯୋଗାଇଦେବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ । କଟକ ଡିସିପିଙ୍କୁ ଚିଠି ଲେଖିଲେ ରେଜିଷ୍ଟର
ପୋଲିସ ନଜରରେ ରେଭେନ୍ସା କ୍ୟାମ୍ପସ। ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରଠୁ ବିବାଦ ଦେଖାଦେଇଛି। ଏହାପରେ ରେଭେନ୍ସା କ୍ୟାମ୍ପସରେ ସୁରକ୍ଷା ଦରକାର ବୋଲି କଟକ ଡିସିପିଙ୍କୁ ଅବଗତ କରିଥିଲେ ରେଭେନ୍ସା କର୍ତ୍ତୃପକ୍ଷ।
/kanak/media/media_files/QveNUqbFSpFA0iyrgWyd.jpg)