କନକ ବ୍ୟୁରୋ: ସାମ୍ନାକୁ ଆସିଲା ରାଜଧାନୀରେ ଚାଲିଥିବା ଘରଭଡ଼ା ଠକେଇ ରାକେଟର ଗୁମର। ଦଲାଲ ମାନେ କେବଳ ‘ଟୁ ଲେଟ୍’ ଲଗାଇ ଲୁଟ୍ କରୁନାହାନ୍ତି, ବରଂ ଭରସାଯୋଗ୍ୟ ଆପ୍ ଜରିଆରେ ଅପରେଟ୍ କରୁଛନ୍ତି। ଜଣେ ଯୁବତୀଙ୍କୁ ଘରଭଡ଼ା ଦେବା ବାହାନାରେ ମିଛ ଘର ଦେଖାଇ ଜାଲିଆତି କରି ଟଙ୍କା ଲୁଟିଛନ୍ତି ଦଲାଲ। ଟଙ୍କା ନେଇଗଲା ପରେ ଫୋନ ନମ୍ବରକୁ ବ୍ଳକ୍ କରି ଧରାଛୁଆଁ ଦେଉନାହାନ୍ତି। ଆଉ କିଛି ଦିନ ପରେ ଦଲାଲ ମାନେ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିବାର ନଜରକୁ ଆସୁଛି।
ପୂରା ଭିଡିଓ ଦେଖନ୍ତୁ -
Follow Us